Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||
  • ମୋରଡା : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ସ୍କର୍ପିଓ, ୪ ଗୁରୁତର ମେଡିକାଲରେ ଭର୍ତ୍ତି
  • ||
  • ଲମତାପୁଟ : ପୁଣି ଅପରେସନ୍ ଗ୍ରୀନ୍ କ୍ଲିନ୍ ଆରମ୍ଭ : ମାଓ ପ୍ରଭାବିତ ଅଞ୍ଚଳରେ ୮ଏକର ଗଞ୍ଜେଇ ଚାଷ ନଷ୍ଟ
  • ||

୧୬ ବର୍ଷର ଏହି ଆଫଗାନୀ ଗାୟିକା ଦେଖାଯାଆନ୍ତି ଖୁବ ସୁନ୍ଦର, ଫଟୋ ହେଉଛି ଭାଇରାଲ

12/03/2019 at 3:23 PM

ମୁମ୍ୱାଇ୧୨|୩: କମ ବୟସରୁ ଚର୍ଚ୍ଚାରେ ଥିବା ଏହି ଗାୟିକା ନିଜ ଅଭିନୟ ଓ ଗୀତ ପାଇଁ ସାରା ଜଗତରେ ବେଶ ଲୋକପ୍ରିୟତା ହାସଲ କରୁଛନ୍ତି।
ଏହି ଲିଟିଲ ସିଂଗରଙ୍କ ଫଟୋ ପୁରା ଇଂଣ୍ଟରନେଟରେ ଛାଇଯାଇଛି। ଆଫଗାନିସ୍ତାନର ଏହି ସୁନ୍ଦରୀ ଗାୟିକାଙ୍କ ଫଟୋ ଭାଇରାଲ ହେଉଛି। ଏହି ଅଭିନେତ୍ରୀଙ୍କ ବୟସ ମାତ୍ର ୧୬ ବର୍ଷ।
୨୦୦୨ ମସିହା ଡିସେମ୍ୱର ମାସ ୧ ତାରିଖରେ ନେଦା ୱାଫାଙ୍କ ଜନ୍ମ ଆଫଗାନିସ୍ତାନର କାବୁଲରେ ହୋଇଥିଲା।
୨୦୧୫ ମସିହାରେ ସେ ତାଙ୍କ ସିଙ୍ଗିଙ୍ଗ କ୍ୟାରିଅର ଆରମ୍ଭ କରିଥିଲେ। ତାଙ୍କ ପ୍ରଥମ ଗୀତ “ଆଖିର ୱାଲେ” ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା।  

   Related Posts