୧୬ ବର୍ଷୀୟା ନାବାଳିକାକୁ ଗୋଡ ହାତ ବାନ୍ଧି ଦୁଷ୍କର୍ମ : ନା ମାନେ ନା

Published By : Prameya-News7 Bureau | June 18, 2018 IST

ପୁଣି ଗଣଦୁଷ୍କର୍ମର ଶିକାର ହେଲେ ଆଉ ଜଣେ ନାବାଳିକା | ବୌଦ୍ଧ ଜିଲ୍ଲାରେ ଗଣଦୁଷ୍କର୍ମର ଶିକାର ହୋଇଛି ୧୬ ବର୍ଷୀୟ ନାବାଳିକା | ନାବାଳିକାର ହାତ ଗୋଡ ବାନ୍ଧି ଦୁଷ୍କର୍ମ କରିଛନ୍ତି ୨ ଜଣ କାମୁକ | ରବିବାର ଜିନିଷ କିଣିବାକୁ ଯାଉଥିବା ବେଳେ ଝିଅଟିକୁ ଏକୁଟିଆ ପାଇ ଉଠାଇ ନେଇଥିଲେ କାମୁକ | ଏକ ନିଛାଟିଆ ଜାଗାକୁ ନେଇ ନାବାଳିକାଙ୍କ ହାତ ଗୋଡ ବାନ୍ଧି ଅତ୍ୟାଚାର କରିଥିଲେ କାମୁକ | ଅଭିଯୋଗ ପରେ ପୋଲିସ ୨ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.