Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

୧୬ ନମ୍ବର ଜାତୀୟ ରାଜପଥ ରାସ୍ତା ଅବରୋଧ କଲେ ଶ୍ରମିକ ସଂଗଠନ, ଯାତାୟତ ବାଧାପ୍ରାପ୍ତ

15/07/2021 at 7:49 AM

ଭଦ୍ରକ, ୧୫/୦୭: ତୈଳ ଦର ବୃଦ୍ଧି ନେଇ ୬ ଘଣ୍ଟିଆ ଓଡିଶା ବନ୍ଦ ଘୋଷଣା କରିଛି ଶ୍ରମିକ ସଂଗଠନ । ତେବେ ବନ୍ଦର ପ୍ରଭାବ ଭଦ୍ରକରେ ପରିଲକ୍ଷିତ ହୋଇଛି । ସିପିଆମ, ସିପିଆଇଏମଏଲ, ସିଟୁ ଭଳି ବହୁ ଶ୍ରମିକ ସଂଗଠନ ବନ୍ଦ ଡାକରା ଦେଇଛନ୍ତି । ଭଦ୍ରକ ଶାଖାର ଶ୍ରମିକ ନେତାଙ୍କ ନେତୃତ୍ୱରେ ଭଦ୍ରକ ସହରରେ ପିକେଟିଂ କରାଯାଉଛି ।

ବନ୍ତ ଛକ, ଅପର୍ତ୍ତିବିନ୍ଧା ଛକ ସହ ୧୬ ନମ୍ବର ଜାତୀୟ ରାଜପଥରେ ରାସ୍ତା ଅବରୋଧ କରାଯାଇଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ତୈଳ ଦର ବୃଦ୍ଧି ସହ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧିକୁ ବିରୋଧ କରୁଛନ୍ତି ବିଭିନ୍ନ ସଂଗଠନ । ଉଭୟ ସରକାରଙ୍କୁ ବିରୋଧ କରିବା ସହ ପ୍ରତିବାଦରେ ଏହି ସଂଗଠନ ୬ ଘଣ୍ଟିଆ ବନ୍ଦ ଘୋଷଣା କରିଛି ।

   Related Posts