Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

୧୬ଟି ନୂଆ ଟ୍ରାଫିକ ପୋଲିସ ବାଇକ ଶୁଭାରମ୍ଭ

30/07/2018 at 7:00 AM

ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ଆଜି ୧୬ଟି ନୂଆ ଟ୍ରାଫିକ ପୋଲିସ ବାଇକ୍ର ଶୁଭାରମ୍ଭ ହେବ । ଟ୍ବିନ ସିଟି ବାସିନ୍ଦାଙ୍କ ସୁରକ୍ଷା ଦିଗରେ ଏହି ବାଇକ୍ ବେଶ ସହାୟକ ହେବ । କମିଶନରେଟ ପୋଲିସ କାର୍ଯ୍ୟାଳୟରେ ଏହି ବାଇକର ଶୁଭାରମ୍ଭ କରିବେ ପୋଲିସ କମିଶନର ୱାଇ.ବି ଖୁରାନିଆ । ଏହାସହ କମିଶନରେଟ ପୋଲିସର ଏକ ନୂତନ ୱେବ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିବେ ।

   Related Posts