୧୬ଟି ନୂଆ ଟ୍ରାଫିକ ପୋଲିସ ବାଇକ ଶୁଭାରମ୍ଭ

Published By : Prameya-News7 Bureau | July 30, 2018 IST

ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ଆଜି ୧୬ଟି ନୂଆ ଟ୍ରାଫିକ ପୋଲିସ ବାଇକ୍ର ଶୁଭାରମ୍ଭ ହେବ । ଟ୍ବିନ ସିଟି ବାସିନ୍ଦାଙ୍କ ସୁରକ୍ଷା ଦିଗରେ ଏହି ବାଇକ୍ ବେଶ ସହାୟକ ହେବ । କମିଶନରେଟ ପୋଲିସ କାର୍ଯ୍ୟାଳୟରେ ଏହି ବାଇକର ଶୁଭାରମ୍ଭ କରିବେ ପୋଲିସ କମିଶନର ୱାଇ.ବି ଖୁରାନିଆ । ଏହାସହ କମିଶନରେଟ ପୋଲିସର ଏକ ନୂତନ ୱେବ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.