Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ପଞ୍ଚଦଶ ଅର୍ଥ କମିଶନଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ

9/01/2019 at 10:47 AM

ଭୁବନେଶ୍ବର ୯|୧: ପଞ୍ଚଦଶ ଅର୍ଥ କମିଶନଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଉପସ୍ଥିତ ଅଛନ୍ତି । ରାଜ୍ୟର ମନ୍ତ୍ରୀମାନେ ବି ଏଥିର ସାମିଲ ଅଛନ୍ତି । ସରକାର ଆଜି ଅର୍ଥ କମିଶନଙ୍କ ପାଖରେ ବିଭିନ୍ନ ଦାବି ଉପସ୍ଥାପନ କରିବେ । ଯେଉଁଥିରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, କେନ୍ଦ୍ରୀୟ ପାଣ୍ଠିରୁ ରାଜ୍ୟର ଟିକସ୍ ହାରରକୁ ୪୨ ପ୍ରତିଶତରୁ ୫୦ ପ୍ରତିଶତକୁ ବଢାଇବା, ମହିଳା ଉଦ୍ୟୋଗୀ, ଏସ୍ଏସ୍ ଟି, କୃଷି, ଭିତ୍ତିଭୂମି ଓ ଉନ୍ନୟନ ମୂଳକ ପ୍ରକଳ୍ପ ପାଇଁ  ସ୍ବତନ୍ତ୍ର ଫଣ୍ଡ ଗଠନ ଓ ଅଧିକ ଅର୍ଥ ଦାବି କରାଯିବ ।  ସେହିପରି ଓଡଶାକୁ ଉତ୍ତରପୂର୍ବଞ୍ଚଳ ରାଜ୍ୟ ହିସାବରେ ସ୍ବତନ୍ତ୍ର ସହାୟତା ବ୍ୟବସ୍ଥା, ରାଜ୍ୟରେ ଆଉ ଏକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ , କଳାକୃତିର ରକ୍ଷାଣ ବେକ୍ଷଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସହ ୫.୫ ପ୍ରତିଶତ ଜାତୀୟ ହାରରେ ରାଜ୍ୟକୁ ଅନୁଦାନ ସହାୟତା ଆଦି ଦାବି ରହିବ ।

   Related Posts