ରଥଯାତ୍ରା ପ୍ରସ୍ତୁତି ବୈଠକ : ମୁତୟନ ହେବେ ୧୫୫ପ୍ଲାଟୁନ ପୋଲିସ ଫୋର୍ସ, ପୁନଃ କାର୍ଯ୍ୟକ୍ଷମ ହେବ ସିସିଟିଭି

Published By : Prameya-News7 Bureau | June 06, 2019 IST

ପୁରୀ ୬|୬: ପୁରୀ ରଥଯାତ୍ରା ନେଇ ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଛି । ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବୈଠକ । ଚଳିତ ଥର ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥା ପାଇଁ ୧୫୫ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଦୁଇ କମ୍ପାନୀ ଆରପିଏଫ, ୩ କମ୍ପାନୀ ସୁଇଫ୍ଟ ଆକ୍ସନ ଫୋର୍ସ ମୁତୟନ ହେବେ । ସ୍ନାନ ପୂର୍ଣ୍ଣିମାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ଫୋନିରେ ଅଚଳ ହୋଇଥିବା ସବୁ ସିସିଟିଭି ପୁନଃ କାର୍ଯ୍ୟକ୍ଷମ ହେବ ।

{"id":120169}

ବୈଠକରେ ଜିଜିପିଙ୍କ ସହ ପୋଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.