Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

କଟକ ଏସ୍‌ସିବିର ସମ୍ପ୍ରସାରଣ ଓ ଉନ୍ନତୀକରଣ ଲାଗି ମିଳିବ ୧୫ଶହ କୋଟିର ଅନୁଦାନ

8/11/2019 at 3:43 PM

କଟକ ।୧୧: କଟକ ବଡ ଡାକ୍ତରଖାନାର ସମ୍ପ୍ରସାରଣ ଓ ଉନ୍ନତୀକରଣ ଲାଗି ହଜାରେ କୋଟି ନୁହେଁ ବରଂ ୧୫ଶହ କୋଟିର ଅନୁଦାନ ମିଳିବ । ଏହା କହିଛନ୍ତି ବିଜେଡିର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ । ଦେବାଶିଷଙ୍କ ମତରେ ଏସସିବି ମେଡିକାଲ ଇଷ୍ଟ ଇଣ୍ଡିଆର ହେଲ୍ଥ ହବ୍ ହେବାକୁ ଯାଉଛି । ଏହାର ସମ୍ପ୍ରସାରଣ ହେଲେ କେବଳ ଓଡିଶା ନୁହେଁ ରାଜ୍ୟ ବାହାରର ଲୋକମାନେ ମଧ୍ୟ ଉପକୃତ ହୋଇ ପାରିବେ । ତେବେ କଟକ ପ୍ରତି ରାଜ୍ୟ ସରକାର ଅବହେଳା କରୁଛନ୍ତି ବୋଲି ପୂର୍ବରୁ ଯେଉଁ ଅଭିଯୋଗ ହେଉଥିଲା ତାହା ଭିତ୍ତିହୀନ । ରାଜ୍ୟ ସରକାରଙ୍କର ଏଭଳି ପଦକ୍ଷେପ ବିରୋଧୀଙ୍କ ଲାଗି ଶକ୍ତ ଚାପୁଡା ବୋଲି କହିଛନ୍ତି ଦେବାଶିଷ ।

   Related Posts