Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ବିଜେଡିର ୧୫ ବରିଷ୍ଠ ସାଧାରଣ ସମ୍ପାଦକଙ୍କୁ ମିଳିଲା ନୂଆ ଦାୟିତ୍ବ: କାହାକୁ ମିଳିଲା, କେଉଁ ଦାୟିତ୍ବ ?

8/07/2020 at 8:52 PM

ଭୁବନେଶ୍ବର୮/୭: ବିଜେଡିର ୧୫ ବରିଷ୍ଠ ସାଧାରଣ ସମ୍ପାଦକଙ୍କୁ ମିଳିଲା ନୂଆ ଦାୟିତ୍ବ। ନୃସିଂହ ଚରଣ ସାହୁଙ୍କୁ ଆଞ୍ଚଳିକ ବିକାଶ, ଆଶୋକ ଚନ୍ଦ୍ର ପଣ୍ଡା, କଳିକେଶ ନାରାୟଣ ସିଂ ଦେଓ, ଏବଂ ପ୍ରୀତି ରଞ୍ଜନ ଗଡ଼େଇଙ୍କୁ ସାମାଜିକ କଲ୍ୟାଣ,  ଅରୁଣ କୁମାର ସାହୁଙ୍କୁ ସଂସ୍କୃତି ଓ ମାନବ ସମ୍ବଳ ବିକାଶ,  ରୋହିତ ପୂଜାରୀଙ୍କୁ କଳ, ସଂସ୍କୃତି ଓ ମାନବ ସମ୍ବଳ ବିକାଶ, ଅତନୁ ସବ୍ୟସାଚୀ ନାୟକଙ୍କୁ ଓଡିଶା ମୋ ପରିବାର, ରବି ନାରାୟଣ ନନ୍ଦ ଓ ରାଜେନ୍ଦ୍ର ପ୍ରସାଦଙ୍କୁ ପରିବେଶ, ପ୍ରତାପ ଜେନାଙ୍କୁ ଶସକ୍ତ ଓଡିଶା, ନବ କିଶୋର ଦାସଙ୍କୁ ମଧ୍ୟ ଶସକ୍ତ ଓଡିଶା, ରାମେଶ ଚନ୍ଦ୍ର ମାଝୀ, ସରୋଜିନୀ  ହେମ୍ବ୍ରମଙ୍କୁ ଆଦିବାସୀ କଲ୍ୟାଣ ବିକାଶ, ଶଶିଭୂଷଣ ବେହେରାଙ୍କୁ ନାରୀ ସଶକ୍ତକରଣ ଏବଂ ସୁମିତ୍ରା ଜେନାଙ୍କୁ ମଧ୍ୟ ନାରୀ ଶସକ୍ତକରଣ ଦାୟିତ୍ବ ମିଳିଛି।

   Related Posts