ବିଜେଡିର ୧୫ ବରିଷ୍ଠ ସାଧାରଣ ସମ୍ପାଦକଙ୍କୁ ମିଳିଲା ନୂଆ ଦାୟିତ୍ବ: କାହାକୁ ମିଳିଲା, କେଉଁ ଦାୟିତ୍ବ ?
8/07/2020 at 8:52 PM

ଭୁବନେଶ୍ବର୮/୭: ବିଜେଡିର ୧୫ ବରିଷ୍ଠ ସାଧାରଣ ସମ୍ପାଦକଙ୍କୁ ମିଳିଲା ନୂଆ ଦାୟିତ୍ବ। ନୃସିଂହ ଚରଣ ସାହୁଙ୍କୁ ଆଞ୍ଚଳିକ ବିକାଶ, ଆଶୋକ ଚନ୍ଦ୍ର ପଣ୍ଡା, କଳିକେଶ ନାରାୟଣ ସିଂ ଦେଓ, ଏବଂ ପ୍ରୀତି ରଞ୍ଜନ ଗଡ଼େଇଙ୍କୁ ସାମାଜିକ କଲ୍ୟାଣ, ଅରୁଣ କୁମାର ସାହୁଙ୍କୁ ସଂସ୍କୃତି ଓ ମାନବ ସମ୍ବଳ ବିକାଶ, ରୋହିତ ପୂଜାରୀଙ୍କୁ କଳ, ସଂସ୍କୃତି ଓ ମାନବ ସମ୍ବଳ ବିକାଶ, ଅତନୁ ସବ୍ୟସାଚୀ ନାୟକଙ୍କୁ ଓଡିଶା ମୋ ପରିବାର, ରବି ନାରାୟଣ ନନ୍ଦ ଓ ରାଜେନ୍ଦ୍ର ପ୍ରସାଦଙ୍କୁ ପରିବେଶ, ପ୍ରତାପ ଜେନାଙ୍କୁ ଶସକ୍ତ ଓଡିଶା, ନବ କିଶୋର ଦାସଙ୍କୁ ମଧ୍ୟ ଶସକ୍ତ ଓଡିଶା, ରାମେଶ ଚନ୍ଦ୍ର ମାଝୀ, ସରୋଜିନୀ ହେମ୍ବ୍ରମଙ୍କୁ ଆଦିବାସୀ କଲ୍ୟାଣ ବିକାଶ, ଶଶିଭୂଷଣ ବେହେରାଙ୍କୁ ନାରୀ ସଶକ୍ତକରଣ ଏବଂ ସୁମିତ୍ରା ଜେନାଙ୍କୁ ମଧ୍ୟ ନାରୀ ଶସକ୍ତକରଣ ଦାୟିତ୍ବ ମିଳିଛି।

Related Posts
କ୍ୟାବିନ୍ରେ ଚାଲିଥିଲା ଗଞ୍ଜେଇ କାରବାର, ଅବକାରୀ ବିଭାଗର ଅତର୍କିତ ଚଢ଼ାଉ
22 January 2021