ଖାତକୁ ଖସିଲା ଯାତ୍ରୀବାହୀ ବସ୍ , ୧୫ଯାତ୍ରୀ ଆହତ
31/12/2019 at 3:00 PM

ବିଲାସପୁର ୩୧।୧୨: ହିମାଚଳ ପ୍ରଦେଶ ବିଲାସପୁର ନିକଟରେ ଏକ ଖାତକୁ ଖସିଲା ବସ୍ । ରାସ୍ତାରେ କଡରେ ଥିବା ଖାତକୁ ବସ୍ ଖସିପଡିବା ଦ୍ବାରା ୧୫ଜଣ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ଘଟିବା ସମୟରେ ବସ୍ରେ ୫୭ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଘଟଣାସ୍ଥଳରେ ସ୍ଥାନୀୟଲୋକ ଓ ପ୍ରଶାସନ ପହଞ୍ଚି ବସ୍ରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଯାତ୍ରୀଙ୍କ ମଧ୍ୟରେ ଆହତ ଥିବା ଯାତ୍ରୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରଯାଇଛି ।
Related Posts
୬ ମାସ ପରେ ପୁଣି WHOକୁ ଫେରିଲା ଆମେରିକା, ଜାଣନ୍ତୁ ବଦଳିବ କ’ଣ?
26 January 2021