ଭୁବନେଶ୍ୱର ପରେ କଟକରେ ଦବିଲା ରାସ୍ତା ; ସିଡ଼ିଏ ରିଲାଏନ୍ସ ଫ୍ରେସ ସମ୍ମୁଖରେ ସମ୍ମୁଖରେ ୧୫ ଫୁଟର ଗାତ

Published By : Prameya-News7 Bureau | September 08, 2018 IST

କଟକ ୮/୯ : ଭୁବନେଶ୍ୱର ପରେ କଟକରେ ଦବିଲା ରାସ୍ତା ; ସିଡ଼ିଏ ସେକ୍ଟର ୯ ରିଲାଏନ୍ସ ଫ୍ରେସ ସମ୍ମୁଖ ରାସ୍ତାରେ ସୃଷ୍ଟି ହୋଇଛି ଏକ ବଡ ଗାତ | ୧୫ ଫୁଟ ଗଭୀର ଓ ୪ ଫୁଟ ଓସାରର ଏକ ଗାତ ସୃଷ୍ଟି ହୋଇଛି | ନିମ୍ନ ମାନର କାମ ଯୋଗୁଁ ବର୍ଷାରେ ରାସ୍ତା ଦାବି ଯାଇଥିବା ଅଭିଯୋଗ ହୋଇଛି | ଏଥିପାଇଁ ସ୍ଥାନୀୟ କର୍ପୋରେଟରଙ୍କୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.