ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀକୁ କ୍ଷମା ନାହିଁ’ – ଉପ ରାଜ୍ୟପାଳ
  • ||
  • ଦେଶରେ ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୨୦୨ କରୋନା ପଜିଟିଭ୍
  • ||
  • ସନ୍ଧ୍ୟାରେ ପଞ୍ଜାବ ବନାମ ଦିଲ୍ଲୀ, ‘କର ବା ମର’ ସ୍ଥିତିରେ ଉଭୟ ଟିମ୍
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୭ ପଜିଟିଭ୍
  • ||
  • ଚଣ୍ଡୀଖୋଲ: ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ
  • ||
  • କମିବ ଖରା, ବଢିବ ଗୁଳୁଗୁଳି : ଭିଜାଇବ କାଳବୈଶାଖି ବର୍ଷା
  • ||

ଭୁବନେଶ୍ୱର ପରେ କଟକରେ ଦବିଲା ରାସ୍ତା ; ସିଡ଼ିଏ ରିଲାଏନ୍ସ ଫ୍ରେସ ସମ୍ମୁଖରେ ସମ୍ମୁଖରେ ୧୫ ଫୁଟର ଗାତ

8/09/2018 at 12:23 PM

କଟକ ୮/୯ : ଭୁବନେଶ୍ୱର ପରେ କଟକରେ ଦବିଲା ରାସ୍ତା ; ସିଡ଼ିଏ ସେକ୍ଟର ୯ ରିଲାଏନ୍ସ ଫ୍ରେସ ସମ୍ମୁଖ ରାସ୍ତାରେ ସୃଷ୍ଟି ହୋଇଛି ଏକ ବଡ ଗାତ | ୧୫ ଫୁଟ ଗଭୀର ଓ ୪ ଫୁଟ ଓସାରର ଏକ ଗାତ ସୃଷ୍ଟି ହୋଇଛି | ନିମ୍ନ ମାନର କାମ ଯୋଗୁଁ ବର୍ଷାରେ ରାସ୍ତା ଦାବି ଯାଇଥିବା ଅଭିଯୋଗ ହୋଇଛି | ଏଥିପାଇଁ ସ୍ଥାନୀୟ କର୍ପୋରେଟରଙ୍କୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ |

   Related Posts