୧୫ ଫୁଟର ଅହିରାଜ ସାପ ଉଦ୍ଧାର

Published By : Prameya-News7 Bureau | September 09, 2019 IST

ବାଲେଶ୍ବର ୯/୯: ସୋର ମଙ୍ଗଳପୁର ସରଳିଆ ଗ୍ରାମରୁ ସ୍ନେକ ହେଲପର ଲାଇନ ୧୫ ଫୁଟ ଅହିରାଜ ସାପ ଉଦ୍ଧାର କରି କୁଲଡିହା ଅଭୟାରଣ୍ୟରେ ଛଡ଼ାଯାଇଛି । ବିଳମ୍ବିତ ରାତିରେ ଜଣଙ୍କର ଘରେ ଏହି ସାପଟି ପଶିଯାଇଥିବାରୁ  ସ୍ନେକ ହେଲପର ଲାଇନକୁ ଖବର ଦେଇଥିଲେ ଏତେ ବଡ଼ ସାପ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଭିଡ଼ ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.