ମା ବିରଜାଙ୍କ ରଥକୁ ନେଇ ବଡ଼ ଘୋଷଣା, ମନ୍ଦିର ଚତୁର୍ପାର୍ଶ୍ଵରେ ଲାଗିବ ୧୪୪ ଧାରା

Published By : Prameya-News7 Bureau | October 04, 2021 IST

ଯାଜପୁର, ୦୪/୧୦: ମା ବିରଜାଙ୍କ ରଥକୁ ନେଇ ବଡ଼ ଘୋଷଣା । ଆସନ୍ତା ୬ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଦିନ ୨ ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ମନ୍ଦିର ଚତୁର୍ପାର୍ଶ୍ଵରେ ଲାଗିବ ୧୪୪ ଧାରା। 

କେବଳ  ସକାଳ ୬ ଟାରୁ ଦିନ ୨ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନକୁ ଅନୁମତି । ମାଙ୍କ ପାଦ ଦର୍ଶନ ମନା ହୋଇଛି । ଏନେଇ ସୂଚନା ଦେଲେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.