Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

୧୪୦ ଲିଟର ଚୋରା ମଦ ଜବତ, ୨ ଗିରଫ

18/09/2020 at 6:51 PM

ବ୍ରହ୍ମପୁର, ୧୮|୦୯ :  ଗଞ୍ଜାମରେ ଲାଗାତାର ଭାବେ ବେଆଇନ ମଦ କାରବାର ଉପରେ ଚଢଉ ଜୋର୍ ଧରିଛି । ଏପରିକି ବିପୁଳ ପରିମାଣର ମଦ ମଧ୍ୟ ଜବତ ହେଉଛି । ତେବେ ଶୁକ୍ରବାର କବିସୂର୍ଯ୍ୟ ନଗର ପୋଲିସ ଏକ ଚୋରା ମଦ ରାକେଟର ଫର୍ଦ୍ଦାଫାସ କରିଛି ।

ପୋଲିସ କୌଣସି ସୂତ୍ରରୁ ସୂଚନା ପାଇ ୫୦ ଲିଟରରେ ବିଦେଶୀ ମଦ ଓ ୯୦ ଲିଟର ଦେଶୀ ମଦ ଜବତ କରିଛି । ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି ।

ଏହି ଘଟଣାରେ ଆଉ କିଏ ସଂପୃକ୍ତ ସେନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି ।

   Related Posts