୧୪ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ : ଅଭିଯୁକ୍ତ ଗିରଫ

Published By : Prameya-News7 Bureau | May 15, 2019 IST

ନୋଏଡ଼ା ୧୫/୫: ଉତ୍ତର ପ୍ରଦେଶର ନୋଏଡ଼ା ପୋଲିସ୍ ୧୪ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗୈାତମ ବୁଦ୍ଧ ନଗର ଜିଲ୍ଲାର ରବୁପୁର ଥାନା ଅଞ୍ଚଳରେ ଥିବା ଏକ ଇଟାଭାଟିର ଚୈାକିଦାର ସେଠାରେ କାମ କରୁଥିବା ନାବାଳିକାକୁ ଦୁଷ୍କର୍ମ କରିଛି।

ଏହି ମାମଲାକୁ ନେଇ ରବୁପୁରା ଥାନାରେ ଅଭିଯୋଗ କରାଯାଇଛି। ପୋଲିସ୍ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.