ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ଚିନ୍ତାରେ ଚାଷୀ, ୧୪ ପଞ୍ଚାୟତ ପ୍ରଭାବିତ

Published By : Prameya-News7 Bureau | September 15, 2021 IST

ପଟ୍ଟାମୁଣ୍ଡାଇ ୧୫।୯: ଲଗାଣ ବର୍ଷାରେ ସ୍ଥିତି ବେହାଲ ହୋଇଥିବା ବେଳେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ଚିନ୍ତାରେ ଚାଷୀ । ପଟ୍ଟାମୁଣ୍ଡାଇ ବ୍ଲକର ୧୪ଟି ପଞ୍ଚାୟତ ତଥା ୨୫ ଗାଁ ପ୍ରଭାବିତ ହୋଇଛି । ପ୍ରଶାସନ ସମ୍ଭାବ୍ୟ ବନ୍ୟା ମୁକାବିଲାକୁ ନେଇ ପ୍ରସ୍ତୁତି ଜୋରଦାର କରିଛି ।

{"id":511811,"width":752,"height":414,"sizeSlug":"full","linkDestination":"none"}

ପେଣ୍ଠପାଳଠାରେ ଏକ ଓଡ୍ରାଫ୍ ଟିମ୍ କୁ ସଜାଗ ରଖିବା ସହିତ ଆବଶ୍ୟକ ପଡିଲେ ରାତି କି ଖାଦ୍ୟ ଦେବାକୁ ସଜାଗ ରହିଛି ଜିଲ୍ଲା ପ୍ରଶାସନ । ଅନ୍ୟପଟେ ବ୍ରାହ୍ମଣୀ ଜଳସ୍ତର ବଢିବାରେ ଲାଗିଛି । ଯାହା ଫଳରେ ଚାଷ ଉପରେ ପ୍ରଭାବ ପକାଇବ ବୋଲି ଚିନ୍ତାରେ ଚାଷୀ କୂଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.