Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ମାଲକାନଗିରିରେ ପୋଲିସ ଏନକାଉଣ୍ଟର ; ପୋଲିସ ଗୁଳିରେ ୧୪ ମାଓବାଦୀ ନିହତ

6/08/2018 at 8:48 AM

ମାଲକାନଗିରି ସୀମାରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି | ପୋଲିସ ଗୁଳିରେ ୧୪ ମାଓବାଦୀ ନିହତ ହୋଇଛନ୍ତି | ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ, ବନ୍ଧୁକ ଏବଂ ଗୁଳି ଜବତ କରିଛି ପୋଲିସ | ମାଲକାନଗିରି ଜିଲ୍ଲା ସୁକମା ଜଙ୍ଗଲରେ ଏବେ ମଧ୍ୟ ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି | ଏନେଇ ମାଲକାନଗିରି ଏସ ପି ଅଭିଷେକ ମୀନା ସୂଚନା ଦେଇଛନ୍ତି | ପୋଲିସର ସର୍ଚ୍ଚ ଅପରେସନରେ ଡିଆରଡି ଓ ଏସପିଏଫ ବାହିନୀ ସାମିଲ ହୋଇଛନ୍ତି | ଆହୁରି ନକ୍ସଲ ନିହତ ହେଇଥିବା ଆଶଙ୍କା କରିଛନ୍ତି ଏସପି |

   Related Posts