ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ରେ କୁକୁର କାମୁଡାରେ ୧୪କର୍ମଚାରୀ ଆହତ
30/03/2019 at 11:09 AM

ରାଉରକେଲା ୩୦|୩ : ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ ଭିତରେ ପାଗଳ କୁକୁର ଉତ୍ପାତ କରୁଛନ୍ତି । ଷ୍ଟିଲ୍ ପ୍ଲାଣ୍ଟ୍ ଭିତରେ ୩ରୁ ୪ଟି ପାଗଳ କୁକୁର କର୍ମଚାରୀମାନଙ୍କୁ ଗୋଡାଇ ଗୋଡାଇ କାମୁଡିଛନ୍ତି । ଫଳରେ ୧୪ଜଣ କର୍ମଚାରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଛି । ପାଗଳ କୁକୁରମାନଙ୍କୁ ଧରିବା ପାଇଁ ଯୋଜନା ଚାଲିଛି ।
Related Posts
ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
17 January 2021
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021