୪୦ ଡିଗ୍ରୀ ଉପରେ ୧୪ ସହର
27/05/2020 at 8:14 PM

ଭୁବନେଶ୍ବର୨୭/୫: ପ୍ରଚଣ୍ଡ ତାତିରେ ଜଳୁଛି ସାରା ରାଜ୍ୟ। ୧୪ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ।୪୩.୭ ଡିଗ୍ରୀ ସହ ଅନୁଗୋଳ ସହର ସବୁଠୁ ଉତ୍ତପ୍ତ ରହିଛି ।ଟିଟିଲାଗଡ଼- ୪୩, ବୌଦ୍ଧ- ୪୨.୮ ଡିଗ୍ରୀ ସମ୍ବଲପୁର- ୪୨.୬, ସୋନପୁର-୪୨.୪ ଡିଗ୍ରୀ ହୀରାକୁଦ, ବଲାଙ୍ଗିର ଓ ତାଳଚେରରେ ୪୨.୫ ଡିଗ୍ରୀ ଝାରସୁଗୁଡ଼ା- ୪୨.୨, ଭବାନୀପାଟଣା- ୪୨ ଡିଗ୍ରୀ ରହିଛି।
Related Posts
ତାମିଲନାଡୁରେ ଶହେ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା
6 January 2021