ଏକା ଥରକେ ୧୪ ଟି ବିରଳ ବ୍ରହ୍ମ କମଳ ଫୁଲ
20/07/2018 at 7:55 AM

ଆଠଗଡ ସହର ରଥଗଡା ଅଞ୍ଚଳର ବରିଷ୍ଠ ଆଇନଜୀବୀ ପ୍ରାଣକୃଷ୍ଣ ଦାଶଙ୍କ ଘରେ ଆଜି ରାତିରେ ଏକା ଥରକେ ୧୪ ଗୋଟି ବିରଳ ବ୍ରହ୍ମ କମଳ ଫୁଲ ଫୁଟିବାର ଦେଖିବାକୁ ମିଳିଥିଲା | ସେ ଏହା ପରେ ବ୍ରହ୍ମ କମଳ ଗଛକୁ ବନ୍ଦା ପନା କରି ଫୁଲଗୁଡିକୁ ତୋଳିଥିଲେ | ପରେ ଶ୍ରୀ ଶ୍ରୀ ଅଟ୍ଟାଳି ଜଗନ୍ନାଥ ଙ୍କ ନିକଟରେ ଏହି ବ୍ରହ୍ମ କମଳ ଫୁଲଗୁଡିକୁ ତାଙ୍କ ମସ୍ତକରେ ଚଢା ଯାଇଛି | ବ୍ରହ୍ମ କମଳ ଫୁଲ ଏତେ ପରିମାଣରେ ଫୁଟିବା ନେଇ ଶ୍ରୀ ଦାଶଙ୍କ ପରିବାରରେ ଆନନ୍ଦର ଲହରୀ ଖେଳିଯାଇଛି |
Related Posts
ଟାଇଲ୍ ବୋହିବା ବେଳେ ଚାପି ହୋଇଗଲେ ଶ୍ରମିକ : ଜଣେ ମୃତ, ଦୁଇ ଗୁରୁତର
20 January 2021