Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ହରିୟାଣାରେ ବଢିଲା ସଙ୍କଟ : ଗୋଟିଏ ଦିନରେ ବ୍ଲାକ ଫଙ୍ଗସରେ ୧୮ ମୃତ, ୧୩୩ ନୂଆ କେସ, ମୋଟ ସଂଖ୍ୟା ୭୫୬

29/05/2021 at 7:52 AM

ହରିୟାଣା୨୯/୫ : ବର୍ତ୍ତମାନ କରୋନା ପରେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ପ୍ରତି ବିପଦ ବଢାଇଛି । ଶୁକ୍ରବାର ଦିନ ରାଜ୍ୟରେ ୧୩୩ ଟି ନୂଆ ମାମଲା ଦେଖିବାକୁ ମିଳିଛି । ଗୋଟିଏ ଦିନରେ ବ୍ଲାକ ଫଙ୍ଗସର ୧୮ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ମୋଟ ମାମଲା ୭୫୬କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୬୪୮ରୋଗୀ ବିଭିନ୍ନ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବାବେଳେ ଏପର୍ଯ୍ୟନ୍ତ ୫୮ ରୋଗୀ ସୁସ୍ଥ ହୋଇଛନ୍ତି ।

ସୂଚନା ଅନୁଯାୟୀ ଗୁରୁବାର ଦିନ ବ୍ଲାକ୍ ଫଙ୍ଗସରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୩୨ଥିବାବେଳେ ମୋଟ ମାମଲା ୬୨୩ ଥିଲା। ବର୍ତ୍ତମାନ ମୋଟ ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଅମ୍ବାଲାରେ ୭, ଭବାନୀ ୯, ଫରିଦାବାଦ ୪୮, ଫତେହାବାଦ ୧୨, ଗୁରୁଗ୍ରାମ ୨୧୬, ହିସାର ୧୭୯, ଯମୁନାନଗର-କୁରୁକ୍ଷେତ୍ର ୧-୧ କର୍ଣ୍ଣଲ ୨୭, ପଞ୍ଚକୁଲାରେ ୫ , ପାନିପତରେ ୩୪, ରେୱାରୀ ୫, ରୋହତକ ୧୪୫, ସିର୍ସାରେ ୩୯ଟି ବ୍ଲାକ ଫଙ୍ଗସ୍ ମାମଲା ରହିଛି । ଏଥିମଧ୍ୟରୁ ଫରିଦାବାଦ, ଫତେହାବାଦ ୪, ଗୁରୁଗ୍ରାମ ୩୩, ହିସାର ୫, କର୍ଣ୍ଣଲ, ୨ ରୋହତକ ୧ ଏବଂ ୧୨ ଜଣ ରୋଗୀ ସିର୍ସାରେ ଆରୋଗ୍ୟ ଲାଭ କରିଛନ୍ତି ।

   Related Posts