NH ଉପରେ ଛିଡି ପଡିଲା ୧୩୨କେ.ଭି. ବିଦ୍ୟୁତ୍ ତାର

Published By : Prameya-News7 Bureau | February 15, 2020 IST

ଝାରସୁଗୁଡା ୧୫।୨: ଜାତୀୟ ରାଜପଥ ଉପରେ ଛିଡିଲା ୧୩୨ କେ.ଭି. ବିଦ୍ୟୁତ୍ ତାର । ଝାରସୁଗୁଡା ବିଟିଏମ୍ ଛକ ନିକଟରେ ତାର ଛିଡି ପଡିଥିବା ଜଣାପଡିଛି । ତାର ଛିଡି ପଡିବା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ଗାଡି ଅଟକି ରହିଛି । ଘଟଣାସ୍ଥଳରେ ରାସ୍ତାଜାମ୍ ଦେଖାଦେଇଛି । ତେବେ ଏଥି ଯୋଗୁଁ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.