Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଦିବ୍ୟାଙ୍ଗ ଯୁବତୀଙ୍କଠୁ ୩୦ହଜାର ଟଙ୍କା ଲୁଟ୍ ମାମଲା : ବନ୍ଧାହେଲେ ୧୩ ଅଭିଯୁକ୍ତ

29/09/2021 at 6:03 PM

କଳାହାଣ୍ଡି ୨୯।୯: କଳାହାଣ୍ଡି ଢେପଗୁଡା ଘାଟିରେ ଦିବ୍ୟାଙ୍ଗ ଯୁବତୀଙ୍କଠୁ ୩୦ ହଜାର ଟଙ୍କା ଲୁଟ୍ ମାମଲାରେ ୧୩ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

ଗତ ୨୦ତାରିଖରେ ଯୁବତୀ ନିଜ ସମ୍ପର୍କୀୟଙ୍କ ସହ ବାଇକରେ ପୋଖରୀ ବନ୍ଧ ଗାଁ ଫେରୁଥିବା ବେଳେ ଲୁଟ୍ ର ଶିକାର ହୋଇଥିଲେ। ବିଶ୍ବନାଥପୁର ପୋଲିସ ଅଭିଯୁକ୍ତଙ୍କ ଠାରୁ ୩୦ ହଜାର ଜବତ କରିଛି । ସ୍ଥାନୀୟ ଅଂଚଳର ମାଷ୍ଟର ମାଇଣ୍ଡ ସୌମ୍ୟରଞ୍ଜନ ଦାସଙ୍କ ସହ ଅନ୍ୟ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

   Related Posts