ଆଜି ୧୨ ଘଣ୍ଟିଆ ବଣାଇ ବନ୍ଦ ; ୬ ଦଫା ଦାବି ନେଇ ବଣାଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବନ୍ଦ ପାଳନ
12/11/2018 at 12:39 PM

ସୁନ୍ଦରଗଡ ୧୨|୧୧: ଆଜି ୧୨ ଘଣ୍ଟିଆ ବଣାଇ ବନ୍ଦ ରହିଛି । ୬ ଦଫା ଦାବି ନେଇ ବଣାଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଯୋଗୁଁ ଦୋକାନ ବଜାର, ଗାଡି ଚଳାଚଳ ବନ୍ଦ ରହିଛି । ନରେନ୍ଦ୍ର ଏବଂ ରାଜମୁଣ୍ଡା ଛକ ନିକଟରେ ଏନଏଚ ୨୧୫ ଏବଂ ୧୪୩କୁ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ଫଳରେ ରସ୍ତାରେ ଉଭୟ ପଟେ ଗାଡି ଗୁଡିକ ଅଟକ ରହିଛି ।
Related Posts
୨୨ କିଲୋ ଗଞ୍ଜେଇ ସହ ୩ ଜଣଙ୍କୁ ଗିରଫ କଲା ଫ୍ଲାଇଂ ସ୍କ୍ବାଡ୍, କାର୍ ଜବତ
18 January 2021
୨ୟ ଦିନରେ ଟିକାକରଣ, ୩୮୦ ସେସନ୍ରେ ୩୧ ହଜାର ୯୦୨ ଜଣଙ୍କୁ ଦିଆଯିବ ଭାକିସନ୍
18 January 2021