Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||
  • ଭୁବନେଶ୍ବର : ବାତ୍ୟାରୁ ଗଭୀର ଅବପାତର ରୂପ ନେଲା ‘ଗୁଲାବ’, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଲାଗି ରହିଛି ବର୍ଷା
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରେ ‘ଗୁଲାବ’ ପ୍ରଭାବ : ଭାଙ୍ଗିଲା ଘର, ଗଛ ପଡି ରାସ୍ତା ଅବରୋଧ
  • ||
  • ବୈତରଣୀ ପଠାରେ ଚରୁଥିଲେ ମଇଁଷି, ପାଣି ଭିତରକୁ ଟାଣିନେଲା କୁମ୍ଭୀର : ଦେଖନ୍ତୁ ଭିଡିଓ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୪ କୋଭିଡ୍ ପଜିଟିଭ୍
  • ||
  • ଭଦ୍ରକରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ବନ୍ଦ ପାଳନ, ଜାତୀୟ ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଜପଥ ଅବରୋଧ
  • ||
  • ଲଗାଣ ବର୍ଷା ପରେ ସ୍ଥିତି ବେହାଲ, ଗେଙ୍ଗୁଟି ନଦୀ ବନ୍ଧରେ ୨୦୦ ଫୁଟର ଫାଟ
  • ||

ବ୍ରିଟିଶ ଯୁବତୀଙ୍କୁ ହୋଟେଲରେ ଗଣ ଦୁଷ୍କର୍ମ କଲେ ୧୨ଜଣ ଯୁବକ

21/07/2019 at 1:56 PM

ନୂଆଦିଲ୍ଲୀ ୨୧/୭: ସାଇପ୍ରସରୁ ଛାତି ଥରାଇବା ଭଳି ଘଟଣା ସାମନାକୁ ଆସିଛି। ଏଠାରେ ୧୨ଜଣ ଇସ୍ରାଏଲର ଯୁବକ ଜଣେ ବ୍ରିଟିଶ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବାର ଘଟଣା ସାମନାକୁ ଆସିଛି। ସ୍ଥାନୀୟ ଲୋକମାନେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି।

ଅଭିଯୁକ୍ତଙ୍କ କହିବାନୁସାରେ ସେମାନେ ଯୁବତୀଙ୍କୁ ଦୁଷ୍କର୍ମ କରିନାହାନ୍ତି। ତାଙ୍କ ଉପରେ ମିଥ୍ୟା ଅଭିଯୋଗ ହୋଇଛି।

ଦୁଷ୍କର୍ମ କରିଥିବା ସମସ୍ତ ଅଭିଯୁକ୍ତଙ୍କୁ ଗୁରୁବାର ସେଠାକାର ସ୍ଥାନୀୟ ଅଦାଲତରେ ହାଜର କରାଯାଇଥିଲା। ତାଙ୍କୁ ୮ଦିନ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଥିଲା। ପୋଲିସ୍ ଏବେ ସମସ୍ତ ଅଭିଯୁକ୍ତଙ୍କ ଡିଏନଏ ଯାଞ୍ଚ କରି ପ୍ରମାଣ ଏକାଠି କରିବ।

ପୀଡ଼ିତା ମହିଳା ଜଣକ କହିଥିଲେ ଯେ ୧୨ଯୁବକଙ୍କ ମଧ୍ୟରେ ଜଣେ ଯୁବକଙ୍କୁ ସେ ଆଗରୁ ଦେଖା କରିଥିଲେ ଏବଂ ସେମାନେ ଏକାଠି ଅନେକ ପାର୍ଟିରେ ଯୋଗ ଦେଇଥିଲେ। ମହିଳା ଏକଥା ମଧ୍ୟ କହିଥିଲେ ଯେ ସେ ଅନେକ ଥର ଯୁବକଙ୍କ ସହ ଏକାଠି ରାତ୍ରି ଯାପନ କରିଥିଲେ।

   Related Posts