Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ଇ ସିଗାରେଟ୍ ଉପରେ ୧୨ଟି ରାଜ୍ୟ ଲଗାଇଲା ପ୍ରତିବନ୍ଧକ : ଫଲୋ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦେଲା ନିର୍ଦେଶ

14/03/2019 at 2:46 PM

ନୂଆଦିଲ୍ଲୀ ୧୪/୩: ଗତ ବର୍ଷ ଜାରି କରାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ପରାମର୍ଶ ପରେ ଭାରତରେ ଅତି କମରେ ୧୨ଟି ରାଜ୍ୟ Electronic Nicotine Delivery System ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅଧିକାରୀଙ୍କ କହିବାନୁସାରେ ପଞ୍ଜାବ,ମହାରାଷ୍ଟ୍ର,କର୍ଣ୍ଣାଟକ,କେରଳ,ବିହାର,ଉତ୍ତର ପ୍ରଦେଶ,ଜାମ୍ମୁ କାଶ୍ମୀର,ହିମାଚଳ ପ୍ରଦେଶ,ତାମିଲନାଡ଼ୁ,ପୁଡୁଚେରୀ ଏବଂ ଝାଡ଼ଖଣ୍ଡ Electronic Nicotine Delivery System ଉପଯୋଗ ଉପରେ ପ୍ରତିବନ୍ଧକ ଲଗାଇବାକୁ ପଦକ୍ଷେପ ନେଇଛନ୍ତି। Electronic Nicotine Delivery Systemର ଲୋକପ୍ରିୟତା ଏବେ ବଢ଼ିଯାଇଛି ଯାହା ଭାରତରେ ଇ-ସିଗାରେଟ ଭାବେ ଜଣାଯାଏ। ଇ-ସିଗାରେଟ ତମାଖୁ ଉତ୍ପାଦନ,ବିତରଣ ଏବଂ ଉପଯୋଗରେ ଥିବା ରାଷ୍ଟ୍ରୀୟ କାନୁନ ଆଧାରରେ ଆସି ନଥାଏ।

୨୦୧୮ଅଗଷ୍ଟରେ ମନ୍ତ୍ରାଳୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ଆଡଭାଇଜରି ଜାରି କରିଥିଲା ଯାହା ଫଳରେ ଏହା ସୁନିଶ୍ଚିତ କରାଯାଇପାରିବ ଯେ Electronic Nicotine Delivery System,ଇ-ସିଗାରେଟ,ହିଟ୍-ନ-ବର୍ଣ୍ଣ ଡିଭାଇସେସ,ଓ୍ବେପ୍,ଇ-ଶିଶା,ଇ-ନିକୋଟିନ୍ ଫ୍ଲେବର ହୁକ୍କା ଏବଂ ଏହିଭଳି ଡିଭାଇସ୍ ଯାହା ନିକୋଟିନକୁ ସକ୍ଷମ କରିଥାଏ। ଏହି ପଦକ୍ଷେପ ଦେଶରେ ଇ-ସିଗାରେଟ ଫଳରେ ଦେଶର ଆସନ୍ତା ବିପଦକୁ ଏଡ଼ାଇବା ପାଇଁ ନିଆଯାଇଛି।   

   Related Posts