Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

କଲେଜ ଛାତ୍ରୀଙ୍କୁ ଦୁର୍ଷ୍କମ ମାମଲାରେ ୧୨ ଗିରଫ

29/11/2019 at 8:13 AM

ରାଞ୍ଚି ୨୯।୧୧: ଝାଡଖଣ୍ଡର ରାଞ୍ଜି ଅନ୍ତର୍ଗତ କାଙ୍କେରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁର୍ଷ୍କମ ମାମଲାରେ ପୋଲିସ ୧୨ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ କାର, ପିସ୍ତଲ, ଦୁଇଟି ମାଗାଜିନ, ତିନୋଟି ଜୀବନ୍ତ ଗୁଳି ଜବତ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ୨୬ ତାରିଖ ଦିନ ଜଣେ  ୨୫ବର୍ଷିୟ ଯୁବତୀ ଆଇନ କଲେଜରୁ ନିଜ ସାଙ୍ଗମାନଙ୍କ ସହ ଫେରି ରିଙ୍ଗ ରୋଡ କଡରେ ବସି କଥାବାର୍ତ୍ତା ହେଉଥିଲେ, ଠିକ୍ ଏହି ସମୟରେ  ଅଜଣା ଯୁବକମାନେ ତାଙ୍କୁ ଜୋରଜବରଦସ୍ତ ଉଠାଇ ନେଇ ନିକଟରେ ଥିବା ଏକ ଇଟାଭାଟିରେ ଗଣଦୁର୍ଷ୍କମ କରିଥିବାର ଅଭିଯୋଗ ହୋଇଛି । ପୀଡିତା ଜଣଙ୍କ କାଙ୍କେ ଥାନାରେ ଗଣଦୁର୍ଷ୍କମର ମାମଲା ରୁଜୁ କରିଥିଲେ । ପୋଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ତୁରନ୍ତ ସମସ୍ତଙ୍କ ଅଭିଯୁକ୍ତମାନଙ୍କୁ ଯଥା ସୁନୀଲ ମୁଣ୍ଡା, କୁଳଦୀପ ଉରାଓ୍ବ, ସୁନୀଳ ଉରାଓ୍ବ, ସନ୍ଦୀପ ତିର୍କି, ଅଜୟ ମୁଣ୍ଡା, ରାଜନ ଉରାଓ୍ବ, ଅମନ ଉରାଓ୍ବ, ବସନ୍ତ କଚ୍ଛପ, ରବି ଉରାଓ୍ବ, ରୋହିତ ଉରାଓ୍ବ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ପ୍ରାୟ ସମସ୍ତେ ବିଜୁଳି କାମ କରୁଥିବା ଶ୍ରମିକ ଓ ପରିବା ବେପାରୀ ବୋଲି ଜଣାପଡିଛି ।  

   Related Posts