ବିଭିନ୍ନ ଅଞ୍ଚଳରେ ଡକାୟତିରେ ସଂପୃକ୍ତ ୧୨ ଡକାୟତଙ୍କୁ ଗିରଫ କଲା ସୋର ପୋଲିସ

Published By : Prameya-News7 Bureau | October 30, 2018 IST

ବାଲେଶ୍ବର ୩୦|୧୦:  ୧୨ ଡକାୟତଙ୍କୁ କାବୁ କଲା ସୋର ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଭୁଜାଲି, ୧୦ଟି ବାଇକ୍, ୨୦ ମୋବାଇଲ, ଲାପଟପ ଓ ନଗଦ ୪୦ ଲକ୍ଷ ଟଙ୍କା ଜବତ ହୋଇଛି । ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଓ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଡକାୟତି କରୁଥିଲେ । ସମସ୍ତଙ୍କ ନାଁରେ ବିଭିନ୍ନ ଥାନାରେ ୩୫ରୁ ଉର୍ଦ୍ଧ୍ବ ମାମଲା ରହିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.