Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||
  • କମିଶନରେଟ ପୋଲିସ ପଞ୍ଝାରେ ୩ ଲୁଟେରା, ବାଇକ୍ ଓ ବନ୍ଧୁକ ଜବତ
  • ||
  • ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ଆକ୍ରମଣ, ୨ ଘଣ୍ଟା ଧରି ଚାଲିଲା ଗୁଳି ବିନିମୟ
  • ||
  • ଗାଁରେ ପଶିଲା ଭାଲୁ, ଆକ୍ରମଣ କରି ଜଣଙ୍କୁ ଘାଇଲା କଲା…
  • ||
  • ଭୋଟ୍‌ର ୨ ଦିନ ପୂର୍ବରୁ ପିପିଲିରେ ହିଂସା, ବିଜେପି ଅଫିସ ଉପରେ ବୋମାମାଡ଼ କଲେ ଦୁର୍ବୃତ୍ତ
  • ||
  • ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ବାତ୍ୟା ସମୟରେ ହେଉଥିଲା ଚାଲାଣ
  • ||
  • ଓଡିଶା ଉପରୁ ଟଳିଲା ବାତ୍ୟା ବିପଦ, ହୋଇନି ବେଶି କ୍ଷୟକ୍ଷତି
  • ||
  • ‘ଗୁଲାବ’ ପଛେ ପଛେ ଆଉ ଏକ ଲଘୁଚାପ, ସେପ୍ଟେମ୍ବର ଶେଷରେ ଭିଜିବ ଓଡିଶା
  • ||

ଏକାଥରକେ ଧରା ପଡିଲେ ୧୨ କୁଖ୍ୟାତ ଲୁଟେରା

29/08/2019 at 7:42 PM

ବ୍ରହ୍ମପୁର ୨୯।୮-ଗଞାମ ପୁଲିସ୍ କୁ ମିଳିଲା ବଡ ସଫଳତା । ଆସିକା ଏବଂ ବୁଗୁଡା ପୁଲିସ୍ ଥାନା ଅଞ୍ଚଳ ରୁ ୧୨ ଜଣ ଲୁଟେରାଙ୍କୁ ଗିରଫ କରିଲା ପୁଲିସ୍ । ସେମାନଙ୍କ ନିକଟରୁ ୪ଟି ମାଉଜର,  ୧୨ଟି ଗୁଳି,  ୧୨ଟି ବୋମା,  ଗୋଟିଏ ଖେଳନା ପିସ୍ତଲ,  ୫ଟି ମୋଟରସାଇକେଲ, ବହୁ ମାରଣାସ୍ତ୍ର ଏବଂ ନଗଦ ୫୮,୦୦୦ହଜାର ଟଙ୍କା ଜବତ କରିଥିବା ଗଞାମ ଏସ ପି ବ୍ରିଜେଶ୍ ରାଏ ସୂଚନା ଦେଇଛନ୍ତି ।

 ବ୍ରହ୍ମପୁର,  ଗଞାମ,  ଖୋର୍ଦ୍ଧା,  ନୟାଗଡ ପ୍ରମୁଖ ପୁଲିସ୍ ଜିଲ୍ଲା ଅଞ୍ଚଳ ରେ ଲୁଟ୍ ତରାଜ କରୁଥିଲେ । ରାସ୍ତାରେ ଅଟକାଇ ଲୁଟ୍ କରୁଥିଲେ ଏମାନେ । ବିଭିନ୍ନ ଫାଇନାନ୍ସ କଂପାନୀ କୁ କରୁଥିଲେ ଟାର୍ଗେଟ୍ । ଲୁଟ୍ କରିବା ପାଇଁ ଯୋଜନା କରୁଥିବା ବେଳେ ପୁଲିସ୍ ଚଢାଉ କରି ଗିରଫ କରିଥିବା ଗଞାମ ଏସ ପି ବ୍ରିଜେଶ୍ ରାଏ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

   Related Posts