Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||

ଟ୍ରେନରେ ମହିଳାଙ୍କଠାରୁ ଲୁଟ୍ : ୧୨ ମହିଳା ଲୁଟେରା ଅଟକ

13/10/2019 at 12:10 PM

କଳାହାଣ୍ଡି ୧୩/୧୦: କଳାହାଣ୍ଡି କେସିଙ୍ଗା ରେଳଷ୍ଟେସନରେ ତପସ୍ୱିନୀ ଟ୍ରେନ ସମ୍ବଲପୁର ରାୟଗଡା ଟ୍ରେନ ରେ ବଲାଙ୍ଗୀର ରୁ ଆସୁଥିବା ମହିଳା ଯାତ୍ରୀ ଙ୍କୁ କେସିଙ୍ଗା ଷ୍ଟେସନ ରେ ଗହଣା ଥିବା ଭେନିଟି ବେଗ କୁ ଲୁଟ କରୁଥିବାବେଳେ କେସିଙ୍ଗା ପୋଲିସ ଦ୍ୱାରା ୧୨ ମହିଳା ଲୁଟେରା ଙ୍କୁ ଅଟକ ରଖାଯାଇ ଟିଟିଲାଗଡ ଜି ଆର ପି କୁ ସୂଚନା ଦିଆଯାଇଛି।

ଭବାନୀପାଟଣା ର କଳ୍ପନା ମିଶ୍ର ନାମ୍ନୀ ମହିଳା ଜଣକ ବଲାଙ୍ଗୀର ରୁ ଏହି ଟ୍ରେନ ରେ କେସିଙ୍ଗା ଆସିଥିଲେ।ତାଂକ ପାଖରେ ବସିଥିବା ଇମିଟେସନ ବିକ୍ରୀ କରୁଥିବା ଅଳଙ୍କାର ବିକ୍ରୀ ବାହାନା ରେ ତାଂକ ସିତ ନିକରେ ବସି ଓଲ୍ହାଇବାବେଳେ ବେଗ ଲୁଟୁଥିଲେ।କେସିଙ୍ଗା ପୋଲିସ ଖବର ପାଇ ଏମାନଙ୍କୁ ପଚରାଉଚୁରା ପରେ ଚୋରି ସୁନା କଥା ଧରାପଡିଥିଲା।ପରେ ପୋଲିଡ଼ ଏହା ରେଳ ବିଭାଗ ଅଧୀନରେ ଥିବାରୁ  ଏହି ଲୁଟେରା ଙ୍କୁ ଅଟକ ରଖି ଟିଟିଲାଗଡ଼ ଜି ଆର ପି କୁ ସୂଚନା ଦେଇଛି।

   Related Posts