କେନ୍ଦ୍ରାପଡାରେ ପୁଣି ଅଜଣା ଜନ୍ତୁ ଆତଙ୍କ; ଅଜଣା ଜନ୍ତୁ ଆକ୍ରମଣରେ ୧୨ଟି ମେଣ୍ଢା ମୃତ
5/10/2018 at 10:59 AM

କେନ୍ଦ୍ରାପଡା ୫/୧୦ : କେନ୍ଦ୍ରାପଡାରେ ପୁଣି ଅଜଣା ଜନ୍ତୁ ଆତଙ୍କ ଦେଖିବାକୁ ମିଳିଛି | ଅଜଣା ଜନ୍ତୁ ଆକ୍ରମଣରେ ୧୨ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଛି | ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡା ମଙ୍ଗଳପୁର ଗାଁର ଭ୍ରମରବର ଭୂୟାଁଙ୍କ ଗୁହାଳ ଭିତରେ ପଶି ମେଣ୍ଢାଙ୍କୁ ଆକ୍ରମଣ କରି ମାରିଦେଇଛି ଅଜଣା ଜନ୍ତୁ | ମେଣ୍ଢା ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ଦେଖାଦେଇଛି | ଅଗଷ୍ଟ ୨୮ରେ ଏହି ଗାଁରେ ଅଜଣା ଜନ୍ତୁ ଆକ୍ରମଣରେ ୨୨ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଥିଲା |
Related Posts
ସାଙ୍ଗ ହେବ ତ ଏମିତି, ଭୂମିକମ୍ପରେ ବି ଏକାଠି
29 May 2022
ଫୁଲ ନୁହେଁ ସାପ ବରମାଳା, ଜୀବନ୍ତ ସାପ ପିନ୍ଧାଇ ବାହାଘର
29 May 2022