ବିଜେଡି କର୍ମୀଙ୍କ ଗାଡିରୁ ୧୨ଲକ୍ଷ ଟଙ୍କା ଜବତ କରିଛି ଫ୍ଲାଇଂ ସ୍କ୍ବାର୍ଡ

Published By : Prameya-News7 Bureau | April 02, 2019 IST

ଭଟଲି ୨|୪:  ବିଜେଡି କର୍ମୀଙ୍କ ଗାଡିରୁ ୧୨ ଲକ୍ଷ ଟଙ୍କା ଜବତ ହୋଇଛି । ବରଗଡ ଭଟଲି ବଉଳସିଂହା ରୁ ଟଙ୍କା ଜବତ କରିଛି ଫ୍ଲାଇଂ ସ୍କ୍ବାର୍ଡ । ଅମ୍ବାଭୋନାର ବିଜେଡି କର୍ମୀ ପ୍ରେମ ପଟେଲଙ୍କ ଡଷ୍ଟର ଗାଡ଼ିରୁ ଏହି ଟଙ୍କା ଜବତ ହୋଇଛି । ଟଙ୍କା ଜବତ କରି ପୋଲିସ ତଦନ୍ତ କରୁଛି ।

{"id":99331}

ଟଙ୍କା ଜବତ ପରେ ପ୍ରେମ ପଟେଲ ପ୍ରତିକ୍ରିୟା ରଖିଛନ୍ତି । ଏହା ତାଙ୍କର ପେଟ୍ରୋଲ ପମ୍ପର ଟଙ୍କା ବୋଲି ସେ ଦାବି କରିଛନ୍ତି ।ତାଙ୍କ ମ୍ୟାନେଜର ଯୋଗେଶ ନାଏକ ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଉଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.