ଭାରସାମ୍ୟ ହରାଇ ଓଲଟିଲା ଘରୋଇ ବସ୍, ୧୨ ଜଣ ଆହତ

Published By : Prameya-News7 Bureau | September 23, 2021 IST

ଭଞ୍ଜନଗର ୨୩।୯: ଭାରସାମ୍ୟ ହରାଇ ଓଲଟିଲା ଘରୋଇ ବସ୍ । ଦୁର୍ଘଟଣା ଫଳରେ ୧୨ ଜଣ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଲାଠିପଡାଠାରେ ଭାରସାମ୍ୟ ହରାଇ ବସଟି ଓଲଟିପଡିଛି ।

{"id":516210,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଲାଠିପଡାଠାରେ ‘ନୀଳକଣ୍ଠ’ ନାମକ ବସଟି ଭାରସାମ୍ୟ ହରାଇ ଓଲଟିପଡିଛି । ବସ୍ ଓଲଟିବା ଯୋଗୁଁ ୧୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲକୁ ପଠାଯାଇଛି । ବସଟି ଗୌଡଗୋଠରୁ କୃଷକମାନଙ୍କୁ ନେଇ ଭଞ୍ଜନଗର ଆସୁଥିବା ବେଳେ ଦୁର୍ଘଟଣା ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.