ଆଜି ସାରା ରାଜ୍ୟରେ ୧୨ ଘଣ୍ଟିଆ ଅଟୋ ଓ ଟ୍ୟାକ୍ସି ଚଳାଚଳ ବନ୍ଦ

Published By : Prameya-News7 Bureau | June 07, 2018 IST

ଆଜି ସାରା ରାଜ୍ୟରେ ୧୨ ଘଣ୍ଟିଆ ଅଟୋ ଓ ଟ୍ୟାକ୍ସି ଚଳାଚଳ ବନ୍ଦ । ତୈଳ ଦର ହ୍ରାସ ଓ ଅଟେ। ଭଡା ବୃଦ୍ଧି ଦାବି କରିଛି ନିଖିଳ ଓଡ଼ିଶା ଅଟେ। ରିକ୍ସା ମହାସଂଘ । ସକାଳ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ରାଜ୍ୟବ୍ୟାପୀ ଅଟେ। ଚଳାଚଳ ବନ୍ଦ ରହିବ । ରାଜ୍ୟର ୧ ଲକ୍ଷ ୪୦ ହଜାର ଅଟେ। ଓ ୧୨ ହଜାର ଟ୍ୟାକ୍ସି ଧର୍ମଘଟରେ ସାମିଲ ହେ।ଇଛନ୍ତି । ସମସ୍ତ ଅଟେ।-ଟ୍ୟାକ୍ସି ଚାଳକ ଧର୍ମଘଟରେ ସାମିଲ ହେ।ଇ ବିକ୍ଷେ।ଭ ପ୍ରଦର୍ଶନ କରୁଛନ୍ତି । ଓଲା-ଉବରର ବେଆଇନ ଚଳାଚଳ ଉପରେ ରେ।କ ଲଗାଇବାକୁ ଦାବି କରିଛି ସଂଘ । ସେହିପରି ଅଟେ।-ଟାକ୍ସି ପାଇଁ ରାଜଧାନୀ ସମତେ ଅନ୍ୟାନ୍ୟ ସହରରରେ ପାର୍କିଂ ସ୍ଥାନ ନିର୍ମାଣ କରିବାକୁ ଦାବି ହେ।ଇଛି । ସକାଳୁ ଅଟୋ, ଟ୍ୟାକ୍ସି ବନ୍ଦ ରହିଥିବାରୁ ଗନ୍ତବ୍ୟ ସ୍ତଲକୁ ଯାଇ ନପାରି ହନ୍ତସନ୍ତ ହେଉଛନ୍ତି ଯାତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.