ଭୟାବହ ଅଗ୍ନିକାଣ୍ଡ ; ୧୨ ବଖରା ଘର ପୋଡ଼ି ଭସ୍ମୀଭୂତ
8/01/2019 at 9:09 AM

ଭଦ୍ରକ ୮|୧: ଭଦ୍ରକ ପାଟୁଳିରେ ଭୟାବହ ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ୩ଟି ପରିବାରର ୧୨ ବଖରା ଘର ପୋଡ଼ି ଭସ୍ମୀଭୂତ ହୋଇଯାଇଛି। ଘରେ ଥିବା ସମସ୍ତ ଜିନିଷ ମଧ୍ୟ ଜଳିଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ଦମକଳ ବାହୀନି ପହଁଞ୍ଚି ନିଆକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଜଣାପଡ଼ିଛି ।