Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ସବ୍ ଡିଭିଜନ୍ ମାନ୍ୟତା ଦାବିରେ ୧୨ଘଣ୍ଟିଆ ବଡମ୍ବା ବନ୍ଦ ପାଳନ

11/07/2019 at 9:34 AM

ଆଠଗଡ ୧୧|୭: ୧୨ ଘଣ୍ଟିଆ ବଡମ୍ବା ବନ୍ଦ । ବଡମ୍ବା ବ୍ଲକକୁ ସବଡିଭିଜନ୍ ଓ ବଡମ୍ବାରେ ଏକ ସବଜଜ୍ କୋର୍ଟ ପ୍ରତିଷ୍ଠା ଦାବିରେ ବଡମ୍ବା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଉଛି । ଏହି ବନ୍ଦକୁ ସମସ୍ତ ରାଜନୈତିକ ଦଳ, ସାମାଜିକ ସଂଗଠନ ସାମିଲ ହୋଇଛନ୍ତି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ସକାଳୁ ବିଭିନ୍ନ ସ୍ଥାନରେ ପିକେଟିଂ, ଗାଡି ମୋଟର ସବୁ ରାସ୍ତା ଉପରେ ଅଟକାଇ ରଖିଛନ୍ତି । ଫଳରେ ନରସିଂପୁର- ଆଠଗଡ ମଧ୍ୟରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

   Related Posts