କୃଷି ବିଲ୍‌କୁ ବିରୋଧ : ୧୨ ଘଣ୍ଟିଆ ଅତାବିରା ବ୍ଲକ୍ ବନ୍ଦ

Published By : Prameya-News7 Bureau | September 26, 2020 IST

ବରଗଡ ୨୬।୯: କୃଷି ବିଲ୍‌କୁ ବିରୋଧ କରି ବରଗଡ ଜିଲ୍ଲାର ଅତାବିରା ବ୍ଲକ ୧୨ ଘଣ୍ଟିଆ ବନ୍ଦ । ଅତାବିରା ବ୍ଲକ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ । ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ବନ୍ଦ ପାଳନ ଯୋଗୁଁ ଗାଡି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.