ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମରେ ୧୨ ଘଣ୍ଟିଆ ବନ୍ଦ ପାଳନ
26/11/2018 at 3:22 PM

ଗଞ୍ଜାମ ୨୬|୧୧: ଗଞାମ ଜିଲ୍ଲା ପୁରୁଷୋତ୍ତମରେ ୧୨ ଘଣ୍ଟିଆ ବନ୍ଦ ପାଳନ । ବଣିକ ସଂଘ ଓ ଓକିଲ ସଂଘ ପକ୍ଷରୁ ସବ୍ ଜଜ୍ ତଥା ଆସିଷ୍ଟାଣ୍ଟ ସେକ୍ସନ ଜଜ୍ କୋର୍ଟ ସ୍ଥାପନ ଦାବି କରି ବନ୍ଦ ଡାକରା ଦିଆଯାଇଛି । ଶାନ୍ତି ଶୃଙ୍ଖଳା ନୟନ୍ତ୍ରଣ ନିମନ୍ତେ ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉଛି । ଯାନବାହନ ପୂରାପୂରି ଭାବେ ଠପ୍ ହୋଇଯାଇଛି । ଏହା ସହ ଏହି ଅଞ୍ଚଳର ଦୋକାନ ବଜାର ବନ୍ଦ କରିଦିଆଯାଇଛି । ଜନଜୀବନ ପୂରା ଠପ୍ ହୋଇଯାଇଛି । ଏହି ଆନ୍ଦୋଳନକୁ ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଇଛି ।
Related Posts
ପାରାଦୀପ: ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟ କର୍ମଚାରୀ
19 January 2021