Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ବିଭିନ୍ନ ଦାବି ନେଇ ଆଜି ୧୨ଘଣ୍ଟିଆ କଟକ ବନ୍ଦ

18/09/2019 at 8:07 AM

କଟକ ୧୮।୯: ଆଜି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦେଇଛି ହିନ୍ଦୁ ସେନା ଓ କଟକ ସଦର ସୁରକ୍ଷା କମିଟି । କଟକରୁ ବିଭିନ୍ନ ସରକାରୀ ଦପ୍ତର ଉଠାଇନେବା ଦ୍ବାରା କଟକର ଗୁରୁତ୍ବ କମୁଛି ବୋଲି କହିଛନ୍ତି ଏହି ୨ ସଂଗଠନ । ରାଜ୍ୟ ସରକାର ଉଦ୍ଦେଶ୍ୟ ମୂଳକ ଭାବେ ଏଭଳି ପଦକ୍ଷେପ ନେଉଛନ୍ତି ବୋଲି ଏହି ୨ ସଂଗଠନ ଅଭିଯୋଗ କରିଛନ୍ତି । ତେଣୁ ଆଜି ୧୨ ଘଣ୍ଟା ଲାଗି କଟକ ବନ୍ଦ ଡାକରା ଦିଆଯାଇଛି । ଏହି ସମୟରେ ଗାଡି ମୋଟର, ବ୍ୟବସାୟୀକ ପ୍ରତିଷ୍ଠାନ ଆଦି ବନ୍ଦ ରହିବ ।

   Related Posts