ଜିଲ୍ଲା ମାନ୍ୟତା ଦାବିରେ ୧୨ଘଣ୍ଟିଆ ବନ୍ଦ ପାଳନ

Published By : Prameya-News7 Bureau | February 14, 2019 IST

ବଣାଇ ୧୪|୨: ସୁନ୍ଦରଗଡ ଜିଲ୍ଲା ବଣାଇକୁ ଜିଲ୍ଲା ଘୋଷଣା କରିବା ଦାବି ନେଇ ବଣାଇ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦକୁ ସବୁ ରାଜନୈତିକ ଦଳ ସମର୍ଥନ କରୁଛନ୍ତି । କମିଟିର ସଦସ୍ୟ ମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଯାନ ବାହାନକୁ ଅଟକାଉଛନ୍ତି । ଯାହା ଫଳରେ ଜାତୀୟ ରାଜପଥ ୫୨୦ ଏବଂ ୧୪୩ର ରାଜାମୁଣ୍ଡା ଓ ନରେନ୍ଦ୍ର ଛକଠାରେ ଅନେକ ଭାରି ଜାନ ଅଟକି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.