Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମେଡିକାଲର ଉନ୍ନତିକରଣ ଦାବିରେ ଆଜି ୧୨ ଘଣ୍ଟିଆ ଭୁବନ ବନ୍ଦ

1/02/2019 at 9:25 AM

କାମାକ୍ଷାନଗର ୧|୨:  ଆଜି ୧୨ ଘଣ୍ଟିଆ କାମାକ୍ଷାନଗର ଭୁବନ ବନ୍ଦ । ଭୁବନ ମେଡିକାଲର ଉନ୍ନତିକରଣ ଦାବିରେ ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ବନ୍ଦ ଡାକରା ଦେଇଛି । ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ବନ୍ଦ ପାଳନ କରାଯିବ ।

ମେଡିକାଲରେ ଡାକ୍ତର ସ୍ଥାୟୀ ନିଯୁକ୍ତି ଦାବି, ଭୁବନ ସିଏଚସିକୁ ରେଫରାଲ ସେଣ୍ଟର କରିବା ଦାବି ପ୍ରମୁଖ ରହିଛି । ବନ୍ଦ ପାଳନ ସହ ଜାତୀୟ ରାଜପଥ ୫୩ ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଦୋକାନ ବଜାର ବନ୍ଦ ଥିବାବେଳେ ଗାଡି ଚଳାଚଳ ପୁରା ଠପ୍ ହୋଇଯାଇଛି ।

   Related Posts