ମେଡିକାଲର ଉନ୍ନତିକରଣ ଦାବିରେ ଆଜି ୧୨ ଘଣ୍ଟିଆ ଭୁବନ ବନ୍ଦ

Published By : Prameya-News7 Bureau | February 01, 2019 IST

କାମାକ୍ଷାନଗର ୧|୨:  ଆଜି ୧୨ ଘଣ୍ଟିଆ କାମାକ୍ଷାନଗର ଭୁବନ ବନ୍ଦ । ଭୁବନ ମେଡିକାଲର ଉନ୍ନତିକରଣ ଦାବିରେ ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ବନ୍ଦ ଡାକରା ଦେଇଛି । ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ବନ୍ଦ ପାଳନ କରାଯିବ ।

{"id":80419}

ମେଡିକାଲରେ ଡାକ୍ତର ସ୍ଥାୟୀ ନିଯୁକ୍ତି ଦାବି, ଭୁବନ ସିଏଚସିକୁ ରେଫରାଲ ସେଣ୍ଟର କରିବା ଦାବି ପ୍ରମୁଖ ରହିଛି । ବନ୍ଦ ପାଳନ ସହ ଜାତୀୟ ରାଜପଥ ୫୩ ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଦୋକାନ ବଜାର ବନ୍ଦ ଥିବାବେଳେ ଗାଡି ଚଳାଚଳ ପୁରା ଠପ୍ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.