Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ବାର ଫୁଟ୍ ଲମ୍ବର ଅଜଗର ସାପ ଉଦ୍ଧାର

26/05/2019 at 3:18 PM

ଭଦ୍ରକ ୨୬/୫: ଭଦ୍ରକ ସହର ନିକଟ ରାନ୍ଦିଆ ଗାଁରୁ ଏକ ବାର ଫୁଟ୍ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି । ସେହି ଗାଁର ରାଧାନାଥ ସ୍ବାଇଁଙ୍କ ଘର ବାଡିରେ ଘେରା ଯାଇଥିବା ଜାଲରେ ସାପଟି ଫସି ଯାଇଥିଲା ।

ସ୍ଥାନୀୟ ଲୋକେ ସାପଟିକୁ ଦେଖି ସାପ ଧରାଳି ମିର୍ଜ। ଆରିଫକୁ ଖବର ଦେଇଥିଲେ । ତୁରନ୍ତ ମିର୍ଜ। ଆରିଫ ପହଂଚି ସାପକୁ କାବୁ କରିବା ସହ ଜାଲକୁ ଧିରେ ଧିରେ କାଟିଥିଲେ । ଶେଷରେ ସାପକୁ ଉଦ୍ଧାର କରି ଆଣି ବନ ବିଭାଗକୁ ହସ୍ତାନ୍ତର କରିଥିଲେ । 

   Related Posts