ବାର ଫୁଟ୍ ଲମ୍ବର ଅଜଗର ସାପ ଉଦ୍ଧାର

Published By : Prameya-News7 Bureau | May 26, 2019 IST

ଭଦ୍ରକ ୨୬/୫: ଭଦ୍ରକ ସହର ନିକଟ ରାନ୍ଦିଆ ଗାଁରୁ ଏକ ବାର ଫୁଟ୍ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି । ସେହି ଗାଁର ରାଧାନାଥ ସ୍ବାଇଁଙ୍କ ଘର ବାଡିରେ ଘେରା ଯାଇଥିବା ଜାଲରେ ସାପଟି ଫସି ଯାଇଥିଲା ।

{"id":116179,"width":595,"height":334}

ସ୍ଥାନୀୟ ଲୋକେ ସାପଟିକୁ ଦେଖି ସାପ ଧରାଳି ମିର୍ଜ। ଆରିଫକୁ ଖବର ଦେଇଥିଲେ । ତୁରନ୍ତ ମିର୍ଜ। ଆରିଫ ପହଂଚି ସାପକୁ କାବୁ କରିବା ସହ ଜାଲକୁ ଧିରେ ଧିରେ କାଟିଥିଲେ । ଶେଷରେ ସାପକୁ ଉଦ୍ଧାର କରି ଆଣି ବନ ବିଭାଗକୁ ହସ୍ତାନ୍ତର କରିଥିଲେ । 

{"id":116180,"width":595,"height":334}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.