୧୨ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

Published By : Prameya-News7 Bureau | October 17, 2020 IST

ସୋର ୧୭।୧୦: ୧୨ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର ହୋଇଛି । ସୋର ଥାନା ଶିଙ୍ଗାଖୁଣ୍ଟା ସରଳିଆ ଗାଁ ରାସ୍ତାରେ ଏକ ଅହିରାଜ ବୁଲୁଥିବା ବେଳେ ଗାଁ ଲୋକେ ଭଦ୍ରକ ସ୍ନେକ୍ ହେଲ୍ପ ଲାଇନର ମହମ୍ମଦ ଫିର୍ଜାଙ୍କୁ ଖବର ଦେଇଥିଲେ । ଫିର୍ଜା ୧୨ ଫୁଟ ଲମ୍ବର ଅହିରାଜ ସାପକୁ ଉଦ୍ଧାର କରି କୁଲଡିହା ଅଭୟାରଣ୍ୟରେ ଛାଡିଥିଲେ । ଅହିରାଜ ଉଦ୍ଧାର ବେଳେ ଲୋକେ ଦେଖିବାକୁ ଭିଡ ଜମାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.