ମିନିବସରେ ବୋମା ବିସ୍ଫୋରଣ : ୧୨ମୃତ, ୫ଗୁରୁତର

Published By : Prameya-News7 Bureau | September 21, 2019 IST

ବାଗଦାଦ ୨୧/୯: ଇରାକରେ ବୋମା ବିସ୍ଫୋରଣରେ ୧୨ଜଣଙ୍କର ମୃତ୍ୟୁ ଘଟିଛି। ୫ଜଣ ଗୁରୁତର ହୋଇଛନ୍ତି। ଇରାକର ପବିତ୍ର ସହର କର୍ବଲା ବାହାରେ ଏକ ମିନିବସରେ ଯାତ୍ରୀମାନଙ୍କ ଉପରେ ବୋମା ବିସ୍ଫୋରଣ ହୋଇଥିଲା।

ଇରାକରେ ୨୦୧୭ମସିହାରେ ଆତଙ୍କବାଦୀ ଗୋଷ୍ଠୀ ଇସଲାମିକ୍ ଷ୍ଟେଟର ପରାଜୟ ଘୋଷଣା ପରଠୁ ଏହା ସାଧାରଣ ନାଗରିକଙ୍କ ଉପରେ ସବୁଠୁ ବଡ଼ ଆକ୍ରମଣ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.