Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||
  • ଭୁବନେଶ୍ବର : ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡର ୨ ବିଜେଡି ନେତା ନିଲମ୍ବିତ
  • ||

ଭ୍ୟାକସିନ୍‌ ନେଲେ ୧୧୮ ବର୍ଷୀୟା ମହିଳା, ଟିକା ନେବାରେ ଦେଶର ସବୁଠାରୁ ବୟସ୍କ ମହିଳା

5/04/2021 at 6:36 PM

ଭୋପାଳ ୦୫/୦୪ : ମଧ୍ୟ ପ୍ରଦେଶର ସାଗର ଜିଲ୍ଲା ସଦରପୁର ଗାଁର  ଜଣେ ୧୧୮ ବର୍ଷୀୟା ବୟସ୍କ ମହିଳା କରୋନା ଭାଇରସର ପ୍ରଥମ ଡୋଜ୍ ନେଇଛନ୍ତି । ଏହା ସହିତ ସେ ଦେଶର ସୁବଠାରୁ ବୟସ୍କ ମହିଳା ଭାବେ କୋଭିଡ୍‌ ଟିକା ନେଇଛନ୍ତି । ଟିକା ନେବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି ତୁଳସା ବାଇ । ଶତାୟୁ ମହିଳାଜଣକ ଟିକା ନେଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଅନେକ ବ୍ୟକ୍ତି ଭ୍ୟାକସିନ ନେବାକୁ କୁଣ୍ଠାବୋଧ କରୁଥିବା ବେଳେ ଏହି ମହିଳାଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଯାଇଛି ।

ଟିକା ନେବା ପରେ ବୟସ୍କ ମହିଳାଜଣକ କହିଛନ୍ତି, ‘କରେନା ଟିକା ନେବା ପରେ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଟିକା ନେଲେ ସମସ୍ତେ ସୁସ୍ଥ ହୋଇଯିବେ । ସମସ୍ତେ ଯାଇ ଟିକା ନିଅନ୍ତୁ । ଏହା ଦ୍ବାରା ଶରୀରରେ କୌଣସି ସମସ୍ୟା ହେବନାହିଁ ।’

   Related Posts