Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଶୀକାର କରିବାକୁ ଯାଇ ଜଙ୍ଗଲ ନିଆଁରେ ଜଳିଗଲେ ୧୧ଯୁବକ

25/01/2020 at 4:24 PM

କାରାକାସ ୨୫।୦୧: ପଶୁ ଶୀକାର କରିବାକୁ ଯାଇ ନିଆଁରେ ପୋଡି ହୋଇ ୧୧ଜଣ ଯୁବକ ମୃତ । ଭେନେଜୁଏଲା ଜଙ୍ଗଲରେ ଏଭଳି ଅଘଟଣ ଘଟିଛି । ଘଟଣାସ୍ଥଳରେ ଯାଞ୍ଚ ଅଧିକାରୀ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛନ୍ତି ।

ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ସମସ୍ତ ୧୧ଜଣ ଯୁବକ ଜଙ୍ଗଲକୁ ଠେକୁଆ ଓ ଛେଲି ଶୀକାର କରିବାକୁ ଯାଇଥିଲେ । ପଶୁଙ୍କୁ ଶୀକାର କରିବା ପାଇଁ ଯୋଜନା ମଧ୍ୟ ପ୍ରସ୍ତୁତି  ଚଳାଉଥିଲେ । ଠିକ୍‌ ଏହି ସମୟରେ ପବନର ବେଗ ବଢିବାରୁ ନିକଟରେ ଲାଗିଥିବା ନିଆଁ ଅତି ଭୟଙ୍କର ରୂପ ଧାରଣ କରିଥିଲା । ନିଆଁର ପ୍ରଭାବରୁ ସମସ୍ତ ଯୁବକ ବାହାରିବା ଚେଷ୍ଟ କରିଥିଲେ ମଧ୍ୟ ବାହାରିପାରିନଥିଲେ । ଶେଷରେ ନିଆଁରେ ପୋଡି ହୋଇଁ ୧୧ଜଣ ଯୁବକ ପ୍ରାଣ ହରାଇଛନ୍ତି । ତେବେ ଜଣେ ସେନା ଅଧିକାରୀ କହିଛନ୍ତି ଯେ, କିଛି ବର୍ଷ ହେଲା ଏହିପରି ଭାବେରେ ସ୍ଥାନୀୟ ଲୋକ ଶୀକାର କରୁଛନ୍ତି ।

   Related Posts