Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ଟିଟଲାଗଡ ରାଜ୍ୟର ସବୁଠୁ ଉତପ୍ତ ସହର, ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

25/04/2019 at 7:26 PM

ଭୁବନେଶ୍ବର୨୫|୪: ସମଗ୍ର ଓଡିଶା ଆଜି ଜଳୁଛି । ରାଜ୍ୟର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ରେକର୍ଡ କରାଯାଇଥିବା ବୋଳେ ପାରମ୍ପରିକଭାବେ ଟିଟଲାଗଡ ରାଜ୍ୟର ସବୁଠୁ ଉତପ୍ତ ସହର ହୋଇଛି । ଟିଟିଲାଗଡର ଆଜି ସର୍ବାଧିକ ତାପମାତ୍ରା ୪୩.୫ ଡିଗ୍ରୀ ରହିଥିଲା ।

ଅନ୍ୟ ସହରଗୁଡିକର ତାପମାତ୍ରା ହେଲା-

ବାଲେଶ୍ବର-୩୪.୬

ଚାନ୍ଦବାଲି-୩୭.୨

କଟକ-୩୮.୨

ପାରାଦୀପ-୩୨.୨

ଭୁବନେଶ୍ବର-୩୮.୨

ଗୋପାଳପୁର-୩୩.୦

ପୁରୀ-୩୩.୫

ଅନୁଗୁଳ-୪୦.୧

ବାରିପଦା-୩୬.୬

ଝାରସୁଗୁଡା-୩୨.୪

କେନ୍ଦୁଝର-୩୭.୬

ସମ୍ବଲପୁର-୪୧.୬

ସୁନ୍ଦରଗଡ-୪୧.୦

ହୀରାକୁଦ-୪୧.୨

ଭବାନୀପାଟଣା-୪୧.୮

ବଲାଙ୍ଗିର-୪୨.୫

କୋରାପୁଟ-୩୭.୦

ଫୁଲବାଣୀ-୪୦.୮

ମାଲକାନଗିରି-୪୨.୫

ସୋନପୁର-୪୦.୨

ଦାରିଙ୍ଗିବାଡି-୩୭.୦

   Related Posts