ଆଜି ସୋନପୁର ସବୁଠୁ ଉତ୍ତପ୍ତ ସହର, ୧୧ଟି ଜିଲ୍ଲା ୪୦ଡିଗ୍ରୀ ଉପରେ

Published By : Prameya-News7 Bureau | April 30, 2019 IST

 ଭୁବନେଶ୍ବର ୩୦/୪: ଆଜି ମଧ୍ୟ ସମଗ୍ର ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଆଜି ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି। ରାଜ୍ୟର ୧୧ଟି ଜିଲ୍ଲାର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି। ସୋନପୁରର ତାପମାତ୍ରା ୪୨.୪ଡିଗ୍ରୀ ହୋଇଥିବାବେଳେ ଝାରସୁଗୁଡ଼ାର ତାପମାତ୍ରା ୪୧.୬ଡିଗ୍ରୀ ରହିଛି। ଅନ୍ୟ ଜିଲ୍ଲାଗୁଡ଼ିକର ସର୍ବୋଚ୍ଚ ତାପମାତ୍ରା ହେଲା-

ବାଲେଶ୍ବର-୩୬.୫ଡିଗ୍ରୀ

ଚାନ୍ଦବାଲି-୩୭.୫ଡିଗ୍ରୀ

କଟ୧କ-୩୭.୮ଡିଗ୍ରୀ

ପାରାଦ୍ବୀପ-୩୩.୦ଡିଗ୍ରୀ

ଭୁବନେଶ୍ବର-୩୮.୪ଡିଗ୍ରୀ

ଗୋପାଳପୁର-୩୨.୪ଡିଗ୍ରୀ

ପୁରୀ-୩୩.୬ଡିଗ୍ରୀ

ଅନୁଗୁଳ-୪୦.୭ଡିଗ୍ରୀ

ବାରିପଦା-୩୯.୦ଡିଗ୍ରୀ

କେନ୍ଦୁଝର-୩୮.୬ଡିଗ୍ରୀ

ସମ୍ବଲପୁର-୪୧.୬ଡିଗ୍ରୀ

ସୁନ୍ଦରଗଡ଼-୪୦.୦ଡିଗ୍ରୀ

ହୀରାକୁଦ-୪୧.୦ଡିଗ୍ରୀ

ତାଳଚେର-୪୧.୭ଡିଗ୍ରୀ

ଭବାନୀପାଟଣା-୪୧.୫ଡିଗ୍ରୀ

ବଲାଙ୍ଗୀର-୪୧.୦ଡିଗ୍ରୀ

କୋରାପୁଟ-୩୫.୦ଡିଗ୍ରୀ

ଟିଟିଲାଗଡ଼-୪୧.୫ଡିଗ୍ରୀ

ମାଲକାନଗିରି-୪୧.୫ଡିଗ୍ରୀ

ଦାରିଙ୍ଗିବାଡ଼ି-୩୪.୦ଡିଗ୍ରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.