Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୪କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୧ କରୋନା ସଂକ୍ରମିତ, ୧୦୫୦୫୦୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ଆମେରିକା ଭର୍ଜିନିଆ ବିଚ୍‌ରେ ସନ୍ଦିଗ୍ଧଙ୍କ ଗୁଳିମାଡ : ୧୧ ମୃତ, ୬ ଆହତ

1/06/2019 at 8:21 AM

ଭର୍ଜିନିଆ ୧|୬: ଆମେରିକା ଭର୍ଜିନିଆ ବିଚ୍‌ର ଏକ ମ୍ୟୁନିସିପାଲ୍‌ କେନ୍ଦ୍ରରେ ଆତର୍କିତ ଗୁଳିମାଡ ହୋଇଥିବା ଜଣାପଡିଛି । ଜଣେ ବନ୍ଧୁକଧାରୀ ବ୍ୟକ୍ତି ଗୁଳି ଚଳାଇବାରୁ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି। ଆହତଣାନଙ୍କୁ ଚିକିତ୍ସା ନିମନ୍ତେ ଭର୍ଜିନିଆ ବିଚ୍‌ ଜେନେରାଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ସନ୍ଦିଗ୍ଧ ବ୍ୟକ୍ତି ପୋଲିସ ଉପରକୁ ଗୁଳି ଚଳାଇବାରୁ ପୋଲିସର ପାଲଟା ଗୁଳି ଚାଳନାରେ ସନ୍ଦିଗ୍ଧର ମୃତ୍ୟୁ ହୋଇଛି । ମୃତ ସନ୍ଦିଗ୍ଧ ଭର୍ଜିନିଆ ବିଚ୍ ର ପବ୍ଲିକ୍‌ ୟୁଟିଲିଟି ଡିପାର୍ଟମେଣ୍ଟ୍‌ରେ ଦୀର୍ଘଦିନ ଧରି ଚାକିରି କରୁଥିଲେ । ପୋଲିସର ସୂଚନା ଅନୁସାରେ ଘଟଣା ଶୁକ୍ରବାର ସ୍ଥାନୀୟ ସମୟ ୪ଟା ବେଳେ ହୋଇଥିଲା ।

ଭର୍ଜିନିଆର ରାଜ୍ୟପାଳ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଏହା ଭର୍ଜିନିଆ ପାଇଁ ଏକ ଦୁଃଖଦ ଘଟଣା ଥିଲା । ଗୁଳିମାଡର ଶୀକାର ହୋଇଥିବା ବ୍ୟକ୍ତି ଏବଂ ତାଙ୍କ ସଂପର୍କୀୟଙ୍କୁ ସେ ଗଭୀର ସମବେଦନା ଜଣାଇଛନ୍ତି ।

   Related Posts