ଜୁଆ ଆଡ୍ଡା ଉପରେ ଚଢ଼ଉ, ୧୧ ଗିରଫ

Published By : Prameya-News7 Bureau | October 05, 2019 IST

ବ୍ରହ୍ମପୁର ୫।୧୦: ବ୍ରହ୍ମପୁର ଲୁଚାପଡାରେ ଜୁଆ ଆଡ୍ଡା ଉପରେ ଚଢ଼ଉ କରାଯାଇଛି । ଚଢାଉ ବେଳେ ୧୧ ଜଣ ଗିରଫ ହୋଇଛନ୍ତି । ଜୁଆଡିଙ୍କ ଆକ୍ରମଣରେ ଏଏସଆଇ ବିଭୁତି ଆହତ ହୋଇଛନ୍ତି । ପୋଲିସ ଗାଡିକୁ ମଧ୍ୟ ଭଙ୍ଗାରୁଜା କରାଯାଇଥିବା ସୂଚନା ମିଳିଛି । ଦୁଇ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.