Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଘାଟିରେ ଖସିଲା ବସ୍ ; ୧୧ଜଣ ମୃତ, ୧୬ରୁ ଅଧିକ ଆହତ

8/12/2018 at 12:44 PM

ଜମ୍ମୁକାଶ୍ମୀର ୦୮|୧୨: ଜମ୍ମୁକାଶ୍ମୀର ପୁଞ୍ଝ ଜିଲ୍ଲା ମଣ୍ଡିରେ ଘାଇକୁ ଖସିପଡିଛି ବସ୍ । ଦୁର୍ଘଟଣାରେ ୧୧ଜଣଙ୍କର ମୃତ୍ୟୁ ହୋଇଛି। ୧୬ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ କଣ୍ଟାଗୋରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତଦେହ ଗୁଡିକୁ ମଧ୍ୟ ସେହି କଣ୍ଟାଗୋରା ଡାକ୍ତରଖାନାରେ ରଖାଯାଇଛି । ପୁଞ୍ଝରୁ ୨୭ଜଣ ଯାତ୍ରୀଙ୍କୁନେଇ ବସଟି ଲୋରନ ଯାଉଥିଲା । ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନଥିଲେ ବି ଭାରସାମ୍ୟ ହରାଇବସଟି ଖାତକୁ ଖସି ପଡିଥିବା ଅନୁମାନ କରାଯାଉଛି ।

   Related Posts